Politics
एनजीटी सदस्यों के कार्यकाल संबंधी याचिका पर आठ सितंबर से पहले सुनवाई करेगा उच्चतम न्यायालय
September 1, 2026
1,552 views
ରାୟଗଡା : ରାୟଗଡା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା&039; ମଝିଘରିଆଣି। ରାତି ଅଧରେ ଡାକିଲେ ଓ&039; କରିଥାନ୍ତି । ମା&039;ଙ୍କ ଉପରେ ରହିଛି ଲୋକଙ୍କ ଅତୁଟ ଭରସା । ୨ ମାସ ପରେ ଗତକାଲି ପୁଣି ମା&039;ଙ୍କର ହୁଣ୍ଡି ଗଣତି ହୋଇଥିଲା । ବିଭିନ୍ନ ଅନୁଷ୍ଠାନରୁ ପାଖାପାଖି ୧୦୦ଜଣ ମହିଳା ସ୍ଵେଚ୍ଛାସେବୀ ହୁଣ୍ଡି ଗଣତିରେ ଭାଗ ନେଇଥିଲେ । ତେବେ ଗଣତି ସମୟରେ ହୁଣ୍ଡୀରୁ ମିଳିଛି ଜଣେ ଶ୍ରଦ୍ଧାଳୁଙ୍କ ଏକ ଆବେଗଭରା ଚିଠି । ସଂସାର ଜଞ୍ଜାଳରେ ଅତିଷ୍ଠ ହୋଇ ନିଜ ଦୁଃଖକୁ ମା&039;ଙ୍କୁ ଜଣାଇଛନ୍ତି ଜଣେ ଶ୍ରଦ୍ଧାଳୁ । ମା&039;ଙ୍କ ପ୍ରତି ଅଗାଢ଼ ବିଶ୍ବାସ ରଖି କୋରାପୁଟ ଜିଲ୍ଲାର ସୁନୀଲ ଖରା ନାମକ ଶ୍ରଦ୍ଧାଳୁ ଏହି ଚିଠି ଲେଖୁଛନ୍ତି । ଚିଠିଟି ପଢ଼ିବା ପରେ ସେଠାରେ ଠାରେ ଉପସ୍ଥିତ ଶ୍ରଦ୍ଧାଳୁ ଭାବବିହ୍ବଳ ହୋଇପଡ଼ିଛନ୍ତି । ମା&039;ଙ୍କ ପ୍ରତି ଅଗାଢ଼ ବିଶ୍ବାସ ସୁନୀଲ ଚିଠିରେ ନିଜ ଦୁଃଖ, ଯନ୍ତ୍ରଣା ଓ ଅସହାୟତାର ...